ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ! ହାର୍ଦ୍ଦିକ ପାଣ୍ଡ୍ୟା ନୂଆ କ୍ୟାପ୍ଟେନ
sports/cricket/hardik-pandya-replaces-rohit-sharma-as-mumbai-indians-skipper-ahead-of-ipl-2024-
Join our subscribers list to get the latest news, updates and special offers directly in your inbox
2024 ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ହେବାକୁ ଯାଉଛି ବଡ ପରିବର୍ତ୍ତନ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧରିବେ ଟିମର ମଙ୍ଗ। ବର୍ତ୍ତମାନ କ୍ୟାପ୍ଟେନ ଥିବା ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦ୍ଦିକ ପାଣ୍ଡ୍ୟା ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ।
KhabarOdisha Bureau Sep 27, 2023 6
admin Jan 30, 2026 3
admin Jan 29, 2026 4
admin Jan 29, 2026 6
admin Jan 29, 2026 4
admin Jan 29, 2026 4

