ବଦଳୁଥିବା ଋତୁରେ ନିଜ ଶରୀରର ନିଅନ୍ତୁ ଏମିତି ଯତ୍ନ
ଖବର ଓଡିଶା : ବର୍ତ୍ତମାନ ସମୟରେ କେତେବେଳେ ଖରା ତ ପୁଣି କେତେବେଳେ ବର୍ଷା । ଋତୁର ଏମିତି ପରିବର୍ତ୍ତନରେ ପ୍ରାୟ ଅଧିକାଂଶ ଲୋକଙ୍କ ଦେହ ଖରାପ ହୋଇଥାଏ । ସେ ଛୋଟ ପିଲା ହୁଅନ୍ତୁ କି ବୟସ୍କ ବ୍ୟକ୍ତି କାହାକୁ ଜ୍ୱର ହେଉଛି ତ ପୁଣି କାହାକୁ ଥଣ୍ଡା, କାଶ, ହେଉଛି, ପୁଣି କାହାର ପେଟ ଯନ୍ତ୍ରଣା ମଧ୍ୟ ହେଉଛି ।
ଆସାଧାରଣ ଭାବେ ପାଣିପାଗ ବଦଳିବାକୁ ଆମେ ଖରାପ ବୋଲି କହିଥାଉ । ଏ ଅସନ୍ତୁଳନ ଅବସ୍ଥାକୁ ଆମେ ବର୍ତ୍ତମାନ ପରିସ୍ଥିତିରେ ରୋଗ ଏବଂ ତାର ଚିକିତ୍ସା ଉପରେ ଗୁରୁତ୍ୱ ଦେବାର ଆଵଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ପାଗ ବଦଳିବା ସହ ଆଜି କାଲି ବ୍ୟସ୍ତ ବହୁଳ ପାଇଁ ଆମେ ଅନଲାଇନ ରୁ ମେଡିସିନି କିଣି ଖାଇଥାଉ ଯାହା ଆମ ଶରୀର ପାଇଁ ବିପଦ ହୋଇଥାଏ ।


