ବଲାଙ୍ଗିରରୁ ଲଢିବେ ମନୋଜ ମିଶ୍ର

Apr 3, 2024 - 13:38
Apr 3, 2024 - 13:42
 5
ବଲାଙ୍ଗିରରୁ ଲଢିବେ ମନୋଜ ମିଶ୍ର

ଖବର ଓଡ଼ିଶା ବ୍ଯୂର: ବିଜେପି ଓ ବିଜେଡି ପରେ ଆସିଛି କଂଗ୍ରେସର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା। କଂଗ୍ରେସ ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅଛନ୍ତି ବହୁ ହେଭିୱେଟ୍‌। ବଲାଙ୍ଗିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର।