କଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ

Apr 4, 2024 - 15:25
 3
କଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ

ଖବର ଓଡ଼ିଶା ବ୍ଯୂର:ପାରାଦୀପ: କଂ‌ଗ୍ରେସକୁ ଆଉ ଏକ ଝଟ୍‌କା  ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ପିସିସି ସଭାପତିଙ୍କପାଖକୁ ପଠାଇ ଦେଇଛନ୍ତି। କିଛି ଦିନ ତଳେ ବାପିଙ୍କ ସ୍ତ୍ରୀ ମନିଦୀପା ବିଜେଡ଼ିରେ ଯୋଗ ଦେଇଥିଲେ। ତେବେ ବାପି କହିଛନ୍ତି ମୁଁ ଶ୍ରମିକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ରାଜନୀତିରୁ ଇସ୍ତିଫା ଦେଇଛି।