ମନମୋହନ ସାମଲଙ୍କ ହାତରେ ରାଜ୍ୟ ବିଜେପି ମଙ୍ଗ

Jul 8, 2025 - 18:11
 1
ମନମୋହନ ସାମଲଙ୍କ ହାତରେ ରାଜ୍ୟ ବିଜେପି ମଙ୍ଗ
ମନମୋହନ ସାମଲଙ୍କ ହାତରେ ରାଜ୍ୟ ବିଜେପି ମଙ୍ଗ

ଖବର ଓଡିଶା :  ବିଜେପି ପକ୍ଷରୁ ନବ ନିର୍ବାଚିତ ରାଜ୍ୟ ସଭାପତିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି। ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ନାମ ଘୋଷଣା କରିଛନ୍ତି। ମନମୋହନ ସାମଲ ଜଣେ ମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ପୁଣି ଥରେ ମନମୋହନ ସାମଲ ହେଲେ ବିଜେପି ରାଜ୍ୟ ସଭାପତି ହୋଇଛନ୍ତି ବୋଲି ଜୟସ୍ବାଲ କହିଛନ୍ତି।

ରାଷ୍ଟ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ। ସେ ଚତୁର୍ଥ ଥର ରାଜ୍ୟ ବିଜେପିର ସଭାପତି ହୋଇଛନ୍ତି। ୨୦୩୬ରେ ବିଜେପି ସରକାର । ଆଉ ୨୦୪୭ରେ ଓଡ଼ିଶାରେ ସରକାର ଗଠନ କରିବ ବିଜେପି  ।  ପୁଣି ରାଜ୍ୟ ବିଜେପି ସଭାପତି ହେବା ପରେ ଏହି ବୟାନ ରଖିଛନ୍ତି ମନମୋହନ ସାମଲ ।  କହିଛନ୍ତି , ମୋତେ ମିଳିଥିବା ଦାୟିତ୍ବ ସଂଗଠନ କର୍ମକର୍ତ୍ତାଙ୍କର। କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ରାଜ୍ୟରେ ଏକାକୀ ସରକାର କରିପାରିଛୁ ।