ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାସିଲିଆରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ବାଗତ

Jul 8, 2025 - 18:16
 1
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାସିଲିଆରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ବାଗତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାସିଲିଆରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ବାଗତ

ଖବର ଓଡିଶା :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ଦିନ ବ୍ରାଜିଲ୍ର ରାଜଧାନୀ ବ୍ରାସିଲିଆରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ସେମାନଙ୍କ ଆତିଥ୍ୟରେ ଖୁସି  ହୋଇ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଏକ "ସ୍ମରଣୀୟ ସ୍ୱାଗତ" ବୋଲି ପ୍ରକାଶ କରିଛନ୍ତି । ଏହା ସହିତ ମୂଳ ସହିତ ଯୋଡ଼ି ହୋଇ ରହିଥିବା ପାଇଁ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ସାଲଭାଡୋର ଦା ବାହିଆର ସାମ୍ବା-ରେଗେକୁ ପ୍ରୋତ୍ସାହିତ କରୁଛି।" । ମୋଦୀଙ୍କୁ ପ୍ରବାସୀ ଭାରତୀୟ ମାନେ ମଧ୍ୟ ଜୋରଦାର ସ୍ୱାଗତ କରିଥିଲେ  । ହୋଟେଲରେ ସେ ବ୍ରାସିଲିଆର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରା ଦେଖି କଳାକାରମାନଙ୍କୁ ପ୍ରଶଂସା କରିଥିଲେ ।