ଫେବ୍ରୁଆରି ୩ରେ ସମ୍ବଲପୁର ଆସିବେ ମୋଦୀ, ଆଇଆଇଏମ୍ର ନୂଆ ପରିସର କରିବେ ଉଦ୍ଘାଟନ
Join our subscribers list to get the latest news, updates and special offers directly in your inbox
ଭୁବନେଶ୍ବର/ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ର୍ରୁଆରି ୩ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଗସ୍ତରେ ଆସି ସେ ସମ୍ବଲପୁରସ୍ଥିତ ଆଇଆଇଏମ ଦ୍ବାରା ଆୟୋଜିତ ସମାରୋହରେ ଯୋଗଦେବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
KhabarOdisha Bureau May 28, 2024 105
KhabarOdisha Bureau May 28, 2024 100
admin Jan 29, 2026 14
admin Jan 30, 2026 9
admin Jan 29, 2026 8
admin Jan 29, 2026 14
admin Jan 29, 2026 8
admin Jan 29, 2026 9

