Cyclone ମାଡ଼ି ଆସୁଛି ‘ଅକଭାନ’: ୨୦ରେ ଛୁଇଁବ ଉପକୂଳ

Nov 17, 2026 - 21:57
 2
Cyclone ମାଡ଼ି ଆସୁଛି ‘ଅକଭାନ’: ୨୦ରେ ଛୁଇଁବ ଉପକୂଳ

ଖବର ଓଡ଼ିଶା ବ୍ଯୂର: ‘ଅକଭାନ’ ଅତି ଭୀଷଣ ବାତ୍ୟାର ରୂପ ନେଇ ୨୦ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ। ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଥିବା ଓଡ଼ିଶା ସରକାର ‘ଜିରୋ କାଜୁଆଲିଟି’ ଓ ୮ଟି ଜିଲ୍ଲାର ୨ଲକ୍ଷ ୪ହଜାର ୭୦ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଛନ୍ତି। ବଙ୍ଗୋପସାଗରରେ ବଳ ଗୋଟାଉଥିବା ବାତ୍ୟା ‘ଅକଭାନ’ ଆସନ୍ତା ୨୦ତାରିଖ ମଧ୍ୟାହ୍ନରେ ଉପକୂଳ ଛୁଇଁବ। ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଥିବା ରାଜ୍ୟ ସରକାର ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ରଖିଥିବାବେଳେ ୮ଟି ଜିଲ୍ଲାର ୨ଲକ୍ଷ ୪ହଜାର ୭୦ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି।