NZvsIND: ପନ୍ତ ବି ମାରିଲେ ଶତକ
ଖବର ଓଡ଼ିଶା ବ୍ଯୂର: ଋଷଭ ପନ୍ତ ବି ମାରିଲେ ଶତକ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ଭାରତ ଗଦା କରିଦେଲା ରନ୍। ଘରୋଇ ଦଳ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୩୬୮ ରନ୍ କରିଥିବା ବେଳେ ଟିମ୍ ଇଣ୍ଡିଆ ୯ ୱିକେଟ ହରାଇ ୭୨୦ ରନ୍ କରି ପାଳି ଘୋଷଣା କରିଛି। ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତ ୩୫୨ ରନ୍ ଆଗରେ ରହିଛି।
