CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା
ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ୱର: CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ଆସିଲା ବଡ଼ ସୂଚନା। ଘୋଷଣା ହେଲା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ।
ଆସନ୍ତା ୨୦୨୬ ଫେବୃଆରୀ ୧୭ରୁ ଜୁଲାଇ ୧୫ ତାରିଖ ମଧ୍ୟରେ ସରିବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା। CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ଜାରି ହେଲା ସୂଚନା।
ସଠିକ୍ ସମୟରେ ପରୀକ୍ଷା ଆରମ୍ଭ କରିବା ପାଇଁ ଚାଲିଛି ପ୍ରସ୍ତୁତି। ପରୀକ୍ଷାର ୧୦ ଦିନ ପରେ ଆରମ୍ଭ ହୋଇପାରେ ମୂଲ୍ୟାୟନ। ୧୨ ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି।


