କ୍ୟାନ୍ସରରେ ପୀଡ଼ିତ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ
Join our subscribers list to get the latest news, updates and special offers directly in your inbox
ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ ସ୍ୱରୂପ । ବହୁ ଓଡିଆ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ପରଲୋକରେ ସାରା ଓଲିଇଡ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ଅନେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ ।
KhabarOdisha Bureau May 28, 2024 105
KhabarOdisha Bureau May 28, 2024 100
admin Jan 29, 2026 14
admin Jan 30, 2026 9
admin Jan 29, 2026 8
admin Jan 29, 2026 14
admin Jan 29, 2026 8
admin Jan 29, 2026 9

