ନଭେମ୍ବରରୁ ଇଣ୍ଡିଗୋ ଝାରସୁଗୁଡାରୁ ଆରମ୍ଭ କରିବ ବିମାନ ସେବା
Join our subscribers list to get the latest news, updates and special offers directly in your inbox
ରାଉରକେଲା: ନଭେମ୍ବରରୁ ଇଣ୍ଡିଗୋ ଝାରସୁଗୁଡାରୁ ଆରମ୍ଭ କରିବ ବିମାନ ସେବା । ନଭେମ୍ବର ୫ ତାରିଖରୁ କୋଲକାତା ଓ ଝାରସୁଗୁଡା ମଧ୍ୟରେ ଇଣ୍ଡିଗୋର ବିମାନ ସେବା ଆରମ୍ଭ ହେବ। ସେହିପରି ନଭେମ୍ବର ୧୫ ତାରିଖରୁ ଝାରସୁଗୁଡା ଓ ବେଙ୍ଗାଲୁରୁ ମଧ୍ୟରେ ଇଣ୍ଡିଗୋ ବମାନ ଚଳାଚଳ କରିବ । ଏ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦେଶକ ।
KhabarOdisha Bureau Sep 27, 2023 6
admin Jan 30, 2026 3
admin Jan 29, 2026 4
admin Jan 29, 2026 6
admin Jan 29, 2026 4
admin Jan 29, 2026 4

