ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ
damodor-rout- in- hospital
Join our subscribers list to get the latest news, updates and special offers directly in your inbox
ଭୁବନେଶ୍ୱର: ଅସୁସ୍ଥ ଅଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଆଜି ଦାମୋଦର ରାଉତଙ୍କ ଜନ୍ମଦିନ । ତେଣୁ ଅସୁସ୍ଥ ଥିବା ହେତୁ ତାଙ୍କ ଶୁଭେଚ୍ଛୁମାନେ ହସ୍ପିଟାଲରେ ଭେଟି ଶୁଭକାମନା ଜଣାଇଛନ୍ତି ।
KhabarOdisha Bureau Sep 27, 2023 6
admin Jan 30, 2026 3
admin Jan 29, 2026 4
admin Jan 29, 2026 6
admin Jan 29, 2026 4
admin Jan 29, 2026 4

