ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ଲାଗି ରହିବ ଓଡ଼ିଶାରେ
Join our subscribers list to get the latest news, updates and special offers directly in your inbox
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟାରେ ଏହା ଅଧୂକ ଘନୀଭୂତ ହେବ। ଲଘୁଚାପ ପ୍ରଭାବରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଲାଗି ରହିବ ପ୍ରବଳ ବର୍ଷା। ଆଜି ସକାଳୁ ଭୁବନେଶ୍ବର ଓ କଟକରେ ଲାଗି ରହିଛି ଘଡ଼ଘଡ଼ି ସହ ପ୍ରବଳ ବର୍ଷା। ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମିବାରୁ ଯାତାୟାତ ବାଧାପ୍ରପ୍ତ ହୋଇଛି।
KhabarOdisha Bureau Sep 27, 2023 6
admin Jan 30, 2026 3
admin Jan 29, 2026 4
admin Jan 29, 2026 6
admin Jan 29, 2026 4
admin Jan 29, 2026 4

