ଇଣ୍ଡିଆ ମେଣ୍ଟକୁ ଝଟକା ଦେଲା ଆପ୍, ଆସାମରେ ଦଳ ଘୋଷଣା କଲା ୩ ପ୍ରାର୍ଥୀ
ଖବର ଓଡ଼ିଶା ବ୍ଯୂର: ଦେଶରେ ଆଗାମୀ ଲୋକସଭା ନିର୍ବାଚନ ପାଖେଇ ଆସୁଛି । ସମସ୍ତ ରାଜନୈତିକ ଦଳ ସେମାନଙ୍କ ରଣନୀତିରେ ରହିଛନ୍ତି ବ୍ୟସ୍ତ । ବିଜେପିର ବିଜୟ ରଥକୁ ରୋକିବା ପାଇଁ କଂଗ୍ରେସ ଏବଂ ସମସ୍ତ ବିରୋଧୀ ଦଳ ମିଶି ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ । କିନ୍ତୁ ବିର୍ତ୍ତମାନ ଗୋଟିଏ ପରେ ଗୋଟିଏ ଦଳ ଏହି ମେଣ୍ଟକୁ ଝଟକା ଦେଉଛିନ୍ତି , ବର୍ତ୍ତମାନ ଏଥିରେ ଆଉ ଏକ ଫାଟ ସୃଷ୍ଟି ହେଉଛି ।
ଦେଶରେ ଆଗାମୀ ଲୋକସଭା ନିର୍ବାଚନ ପାଖେଇ ଆସୁଛି । ସମସ୍ତ ରାଜନୈତିକ ଦଳ ସେମାନଙ୍କ ରଣନୀତିରେ ରହିଛନ୍ତି ବ୍ୟସ୍ତ । ବିଜେପିର ବିଜୟ ରଥକୁ ରୋକିବା ପାଇଁ କଂଗ୍ରେସ ଏବଂ ସମସ୍ତ ବିରୋଧୀ ଦଳ ମିଶି ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ । କିନ୍ତୁ ବିର୍ତ୍ତମାନ ଗୋଟିଏ ପରେ ଗୋଟିଏ ଦଳ ଏହି ମେଣ୍ଟକୁ ଝଟକା ଦେଉଛିନ୍ତି , ବର୍ତ୍ତମାନ ଏଥିରେ ଆଉ ଏକ ଫାଟ ସୃଷ୍ଟି ହେଉଛି ।
ଲୋକ ସଭା ନିର୍ବାଚନ ପାଇଁ ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ସମ୍ପର୍କରେ ଆମ ଆଦମୀ ପାର୍ଟି ଏହାର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ କରିଛି । କିଛି ଦିନ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଘୋଷଣା କରିଥିଲେ ଯେ, ସେ କଂଗ୍ରେସ (ଏଏପି-କଂଗ୍ରେସ) ସହ ମେଣ୍ଟ କରିବେ ନାହିଁ । ଦଳ ୧୩ ଟି ଆସନରେ ନିର୍ବାଚନ ଲଢିବ


