ବିଜେଡିରେ ସାମିଲ ହେଲେ ଜିନା ସାମଲ

May 3, 2024 - 15:32
May 3, 2024 - 15:34
 2
ବିଜେଡିରେ ସାମିଲ ହେଲେ ଜିନା ସାମଲ


ଖବର ଓଡ଼ିଶା ବ୍ଯୂର: 

ଭୁବନେଶ୍ୱର: ଆଜି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ଜିନା କହିଛନ୍ତି।

ଗତ ବର୍ଷ ଜିନା ବିଜେପିରେ ଯୋଗ ଦେଇଥିଲେ। ଏପରିକି ଏଥର ସେ ଭୋଗରାଇ ଆସନରୁ ଟିକେଟ୍‌ ଆଶାୟୀ ଥିଲେ । କିନ୍ତୁ ଗତକାଲି ଭୋଗରାଇ ଆସନରୁ ଆଶିଷ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ଦଳ।