ସୌମ୍ୟଙ୍କ ସହ ବହିଷ୍କୃତ ହେଲେ ରେମୁଣା ବିଧାୟକ
Join our subscribers list to get the latest news, updates and special offers directly in your inbox
ଭୁବନେଶ୍ବର: ବିଜେଡିରୁ ବହିଷ୍କାର ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସୌମ୍ୟଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମଧ୍ୟ ଦଳରୁ ବହିଷ୍କୃତ । ୨ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ।
KhabarOdisha Bureau Sep 27, 2023 6
admin Jan 30, 2026 3
admin Jan 29, 2026 4
admin Jan 29, 2026 6
admin Jan 29, 2026 4
admin Jan 29, 2026 4

